Back
खोरधा दश दिवसीय महोत्सव की तीसरी शाम रंगारंग सांस्कृतिक मंच
SMSURYA MOHANTY
Dec 19, 2025 08:21:32
Khordha, Odisha
ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପାରମ୍ପାରିକ ଓ ଆଧୁନିକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟକ୍ରମ ଦର୍ଶକଙ୍କ ମନ ମୋହିଲା ଖୋର୍ଦ୍ଧା:- ଖୋର୍ଦ୍ଧା ଟିଏଲସି ପଡିଆ ନିକଟ ବିଡିଏ (ଭୁବନେଶ୍ୱର Dେଭଲୋପମେଣ୍ଟ ଅଥରିଟି ) ପଡିଆ ଠାରେ ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ତଥା ମହୋତ୍ସବ କମିଟି ମୁଖ୍ୟ ଉପଦେଷ୍ଟାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନାରେ ଓ ସ୍ବେଛାସେବୀ ଅନୁଷ୍ଠାନ ନିୟୁ ଥିକିଙ୍ଗ ଫୋରମ ଆନୁକୁଳ୍ୟରେ ଆୟୋଜିତ ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ ର ଆଜି ତୃତୀୟ ସନ୍ଧ୍ୟାରେ ବହୁ ଖ୍ୟାତନାମା ପାରମ୍ପାରିକ କଳାକାର ebଵ ଓଲିଉଡ ଗାୟକ ଗାୟିକା ମାନେ ରଙ୍ଗାରଙ୍ଗ ସଙ୍ଗୀତ ନୃତ୍ୟ କାର୍ଯ୍ୟକ୍ରମରେ ଦର୍ଶକଙ୍କୁ ମନମୁଗ୍ଧ କରି ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିର ବାର୍ତ୍ତା ତଥା ଖୋର୍ଦ୍ଧା ପାଇକ ଗଡର କିମ୍ବଦନ୍ତୀ ସଂସ୍କୃତି ପ୍ରଦର୍ଶନ କରିଥିଲେ ଆଜିର ତୃତୀୟ ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଯଥା- ନୃତ୍ୟ ନୟନା ଡ୍ୟାନ୍ସ ଗ୍ରୁପ, अजित ଡ୍ୟାନ୍ସ ଗ୍ରୁପ, ଜାଗୃତି ନୃତ୍ୟ ମନ୍ଦିର ଗ୍ରୁପ ଓ ରିୟନ ଡ୍ୟାନ୍ସ ଗ୍ରୁପ ଖୋର୍ଦ୍ଧା ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଖ୍ୟାତ ନାମା ଓଲିଉଡ କଳାକାର ପୁନମ୍ ମିଶ୍ର ପ୍ରମୁଖ ନିଜ ନିଖୁଣ ଓଡ଼ିଆ ଜଗନ୍ନାଥ ଧର୍ମୀ ନୃତ୍ୟ ସହ ପାରମ୍ପାରିକ ନୃତ୍ୟସଙ୍ଗିତ ପରିବେଷଣ କରିଥିଲେ, ⇤ ସାନ୍ଧ୍ୟ ସଭାରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ବିଧାନ ସଭାର ମାନ୍ୟବର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ପୌର ପରିଷଦ, ଖୋର୍ଦ୍ଧା ନିାର୍ବାହୀ 阿ଧିକାରୀ ରିଜ୍ଵାନ କାକ୍ବାବ, ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ, ସଞ୍ଜୟ ନାୟକ, ସମାଜ ସେବୀ କୃଷ୍ଣ ଚନ୍ଦ୍ର ହରିଚନ୍ଦନ, ରବିଦ୍ର ସାହୁ, ପୂର୍ବତନ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କୁନି ଲାତା ସାହୁ ଯୋଗଦେଇଥିଲେ ମୁଖ୍ୟ ଅତିଥି ଓଡ଼ିଶା ବିଧାନ ସଭାର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି абହିଭାଷଣରେ କହିଲେ ଖୋର୍ଦ୍ଧାର ପାଇକ ବିଦ୍ରୋହ ସାରା ଜଗତ ବିଦିତ ସଂସ୍କୃତି ପ୍ରଦର୍ଶନ କରାଯାଇଲା
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
DSDevendra Singh
FollowDec 19, 2025 10:00:460
Report
1
Report
DKDeepesh Kumar
FollowDec 19, 2025 10:00:340
Report
0
Report
ASAshok Singh Shekhawat
FollowDec 19, 2025 09:50:510
Report
0
Report
PJPrashant Jha2
FollowDec 19, 2025 09:50:060
Report
0
Report
RVRajat Vohra
FollowDec 19, 2025 09:49:260
Report
NSNAVEEN SHARMA
FollowDec 19, 2025 09:49:030
Report
KSKULWANT SINGH
FollowDec 19, 2025 09:48:480
Report
0
Report
MMMohammad Muzammil
FollowDec 19, 2025 09:48:290
Report
JSJitendra Soni
FollowDec 19, 2025 09:48:180
Report