Back
भद्रक में बदमाश बुद्धिया के साथ पुलिस का एनकाउंटर; चार राउंड गोलीबारी में गिरफ्तारी की संभावना
AMABHAYA MOHANTY
Dec 16, 2025 10:07:42
Keonjhar, Odisha
ଭଦ୍ରକ ରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧି କମଳାକାନ୍ତ ଦାସ ଓରଫ ବୁଦ୍ଧିଆ କୁ ଏନକାଉଣ୍ଟର । ଭଦ୍ରକ ସହରାଞ୍ଚଳ ଥାନାଧିକାରୀ ପ୍ରଭଂଶୁ ମିଶ୍ର ଏନକାଉଣ୍ଟର କରିଥିବା ସୂଚନା । ତେବେ ବୁଦ୍ଧିଆ ବହୁ ଅପରାଧ ରେ ଜଡିତ ଥିବା ନେଇ ସୂଚନା । ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଚରମ୍ପା ମାଲ ଗୋଦାମ ନିକଟ ରେଏନକାଉଣ୍ଟର କରାଯାଇଛି । ତେବେ ପୋଲିସ ଉପରକୁ ବୁଦ୍ଧିଆ 4 ରାউଣ୍ଡ ଗୁଳି କରିବା ସହ ଆକ୍ରମଣ ପରେ ପୋଲିସ ଏନକାଉଣ୍ଟର କରିଛି । ବୁଦ୍ଧିଆ ନାଁ ରେ ରାଜ୍ୟ ରେ 14 ଟି ରୁ ଅଧିକ ଲୁଟ ଓ ଗୁଳିକାଣ୍ଡ କେସ ରହିଛି । ବୁଦ୍ଧିଆ ର ସହଯୋଗୀ ବାଇକ୍ ରେ ଫେରାର ହୋଇ ଯାଇଛି । ବୁଦ୍ଧିଆ ନିକଟ ରୁ ବନ୍ଧୁକ ଜବତ୍ ହୋଇଚି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
EGE GOPI
FollowDec 16, 2025 13:04:040
Report
ADAnup Das
FollowDec 16, 2025 13:02:450
Report
HGHarish Gupta
FollowDec 16, 2025 13:01:360
Report
RSRajkumar Singh
FollowDec 16, 2025 13:01:160
Report
DKDeepesh Kumar
FollowDec 16, 2025 13:00:530
Report
MDMahendra Dubey
FollowDec 16, 2025 13:00:330
Report
0
Report
RKRAMAN KHOSLA
FollowDec 16, 2025 12:55:370
Report
RKRakesh Kumar
FollowDec 16, 2025 12:54:470
Report
SSANDEEP
FollowDec 16, 2025 12:54:260
Report
ATArun Tripathi
FollowDec 16, 2025 12:54:170
Report
DKDARSHAN KAIT
FollowDec 16, 2025 12:54:050
Report
MKMANTUN KUMAR ROY
FollowDec 16, 2025 12:53:120
Report
AMATUL MISHRA
FollowDec 16, 2025 12:52:560
Report
MKMohammad Khan
FollowDec 16, 2025 12:52:420
Report