Back
भारत में ड्रग-फ्री युवा के लिए पदयात्रा: असम से Baragada तक
ANAJAY NATH
Dec 13, 2025 14:32:41
Sambalpur, Odisha
ଡ୍ରଗ୍ସ ମୁକ୍ତ ଯୁବ ସମାଜ o ଭାରତ ପାଇଁ ଭାରତ ପଦଯାତ୍ରା| ଯୁବ ସମାଜ ଡ୍ରଗ୍ସ ରୁ ଦୂରରେ ରହିବା ପାଇଁ ଏ ଭାରତ ପଦଯାତ୍ରା ବୋଲି କହିଛନ୍ତି ଆସାମ ସିଂଭୂମ ଜିଲ୍ଲା ର ପଲ୍ଲଵ ଦେଵ |ଏବେ ଯେଭଳି ଭାବରେ ଦେଶ ଉନ୍ନତି କରିବାରେ ଲାଗିଛି ସେଥିରେ ଯୁବ ଗୋଷ୍ଠୀଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି |ସେମାନେ ବିକଶିତ ରାଷ୍ଟ୍ର ଗଠନ ରେ ସହାୟକ ହେବେ ସେଥିପାଇଁ ଯୁବ ସମାଜ ଯେଭଳି ଡ୍ରଗ୍ସ ମୁକ୍ତ ହେବ ସେଥିପାଇଁ ଏ ପଦଯାତ୍ରା ବୋଲି କହିଛନ୍ତି ପଲ୍ଲବ| e୨୨୫ ଦିନ ପୂର୍ବରୁ ଏ ଯାତ୍ରା ସେ ଆରମ୍ଭ କରିଥିବା ବେଳେ ଆଜି ସସମ୍ବଲପୁର ରେ ସେ ପହଂଚିଛନ୍ତି|ବରଗଡ଼ ଦେଇ ଛତିଶଗଡ ଅଭୁମୁଖେ ସେ ପଦଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି| ବର୍ତମାନ ପର୍ଯ୍ୟନ୍ତ ଚାରି ହଜାର କିଲୋମିଟର ପଦଯାତ୍ରା କରିବା ସହ ଛ ଟି ରାଜ୍ୟ ଅତିକ୍ରମ କରିଛନ୍ତି ବୋଲି ସୂଚନା ଦେଇଛନ୍ତି |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SSANDEEP
FollowDec 15, 2025 20:17:330
Report
0
Report
0
Report
HSHITESH SHARMA
FollowDec 15, 2025 19:00:200
Report
ATAlok Tripathi
FollowDec 15, 2025 18:56:060
Report
ATAlok Tripathi
FollowDec 15, 2025 18:53:020
Report
ATAlok Tripathi
FollowDec 15, 2025 18:47:140
Report
HBHemang Barua
FollowDec 15, 2025 18:46:150
Report
ASANIMESH SINGH
FollowDec 15, 2025 18:45:540
Report
AYAmit Yadav
FollowDec 15, 2025 18:45:420
Report
KSKartar Singh Rajput
FollowDec 15, 2025 18:45:280
Report
RRRakesh Ranjan
FollowDec 15, 2025 18:45:160
Report
राज्यसभा सांसद डॉ. संगीता बलवंत ने रक्षा मंत्री से की मुलाकात,सेना की भूमि से बेदखल गरीब परिवारों...
ATAlok Tripathi
FollowDec 15, 2025 18:45:070
Report
ATAlok Tripathi
FollowDec 15, 2025 18:43:160
Report