Back
संबलपुर के 82 स्वास्थ्य कर्मियों की पदोन्नति 8 महीनों से अटकी, समाधान की मांग
ANAJAY NATH
Dec 18, 2025 12:25:16
Sambalpur, Odisha
ଆଠ ମାସ ହେବ କୌଣସି କାରଣ ନ ଥାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରୋକିଛନ୍ତି ୮୨ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କର ପଦୋନ୍ନତି |ଅଭିଯୋଗ ଆଣି ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ସମ୍ବଲପୁର ଜିଲ୍ଲା ର ମହିଳା ସ୍ୱାସ୍ଥ୍ୟ କର୍ମୀ | ଅପ୍ରେଲ ଦୁଇ ତାରିଖରୁ ତାଙ୍କରଲେଭେଲ ୨ ରୁ ଲେଭେଲ ୧ କୁ ପଦୋନ୍ନତି ହୋଇଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ଦୀର୍ଘ ଆଠ ମାସ ହୋଇଯିବ ତାଙ୍କର ପଦୋନ୍ନତି ହୋଇପାରିନାହିଁ |ତାଙ୍କ ନାଁ ରେ କୌଣସି ଅଭିଯୋଗ ନ ଥିବା ସତ୍ୱେ ସମ୍ବଲପୁର ଜିଲ୍ଲା ର ୮୨ଜଣ ସ୍ୱାସ୍ଥ୍ୟ କର୍ମୀ ଙ୍କର ପଦୋନ୍ନତି ଅଟକି ରହିଛି |ଏ ବାବଦରେ ସେମାନେ ଆଜି ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇ ସମସ୍ୟା ର ସମାଧାନ ପାଇଁ ଦାବୀ ଜଣାଇଛନ୍ତି |ସମ୍ବଲପୁର ଜିଲ୍ଲା ବ୍ୟତୀତ ଅନ୍ୟାନ୍ୟ ଜିଲ୍ଲା ରେ ପଦୋନ୍ନତି ଲାଗୁ କରାଯାଇ ତାଙ୍କୁ ବର୍ଦ୍ଧିତ ସୁବିଧା ମଧ୍ୟ ମିଳୁଥିବା ବେଳେ ଆମେ କାହିଁକି ଵଂଚିତ ବୋଲି ପ୍ରଶ୍ନ କରିଛନ୍ତି ସ୍ୱାସ୍ଥ୍ୟ କର୍ମୀ |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
BBBhupendra Bishnoi
FollowDec 18, 2025 14:07:080
Report
DTDinesh Tiwari
FollowDec 18, 2025 14:06:480
Report
VSVishnu Sharma1
FollowDec 18, 2025 14:06:290
Report
RKRakesh Kumar Bhardwaj
FollowDec 18, 2025 14:06:110
Report
WMWaqar Manzoor
FollowDec 18, 2025 14:05:530
Report
0
Report
STSumit Tharan
FollowDec 18, 2025 14:05:380
Report
BDBabulal Dhayal
FollowDec 18, 2025 14:05:140
Report
DKDAVESH KUMAR
FollowDec 18, 2025 14:04:580
Report
NZNaveen Zee
FollowDec 18, 2025 14:04:380
Report
TCTanya chugh
FollowDec 18, 2025 14:00:330
Report
RSR.B. Singh
FollowDec 18, 2025 14:00:140
Report
0
Report
0
Report
0
Report