Back
Paradip में Bali Mafia से जुड़ी खनन अधिकारी के खिलाफ जांच शुरू
NBNARAYAN BEHERA
Dec 16, 2025 11:44:05
Paradeep, Odisha
ବାଲି ମାଫିଆଙ୍କୁ ସାବାଡ଼ କରିବା ପାଇଁ ପ୍ରଶାସନ ଗୋଟିକ ପରେ ଗୋଟିଏ ବାଲି ଘାଟ ଉପରେ ଚଢାଉ ଜାରି ରଖିଥିବା ବେଳେ ଏପଟେ ଜିଲ୍ଲା ଖଣି ଅଧିକାରୀଙ୍କ କାର୍ଯ୍ୟକଳାପ କୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଫଳରେ ବାଲିଘାଟ ରେ ଚଢାଉ ବେଳେ ଖଣି ଅଧିକାରୀଙ୍କୁ ତଦନ୍ତ ପରିସର କୁ ଆଣିବା ପାଇଁ ସାଧାରଣ ରେ ଦାବି ହୋଇ ଆସୁଥିଲା । ଖଣି ଅଧିକାରୀ ବାଲି ଘାଟ ଲିଜ ନେଇଥିବା ଠିକାଦାରଙ୍କ ସହିତ କିଛି ଅପରାଧି ଓ ଅସାମାଜିକ ବ୍ୟକ୍ତିଙ୍କୁ ଯୋଗାଯୋଗ କରାଇବାରେ ପ୍ରମୁଖ ସହଯୋଗୀ ସାଜିଥିବା ସହିତ ବେଆଇନ ଭାବରେ ନିର୍ଦ୍ଧାରିତ ସ୍ତର ଠାରୁ ଅଧିକ ପରିମାଣ ର ବାଲି ଉଠାଇ ସେମାନଙ୍କ ମାଧ୍ୟମରେ କୋଟି କୋଟି ଟଙ୍କା ରାଜସ୍ଵ ଲୁଟି ନେଉଥିବାର ଅଭିଯୋଗ ହୋଇଛି । ଏହାକୁ ଭିତି କରି ଖଣି ଅଧିକାରୀଙ୍କ ନାଁ ରେ ଏତାଲା ହୋଇଥିବା ସହ ପୋଲିସ ତଦନ୍ତ କରିବା ପରେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
BSBidhan Sarkar
FollowDec 16, 2025 13:49:260
Report
BSBidhan Sarkar
FollowDec 16, 2025 13:49:040
Report
AKAshok Kumar sharma
FollowDec 16, 2025 13:48:070
Report
PSPradeep Sharma
FollowDec 16, 2025 13:47:490
Report
HBHemang Barua
FollowDec 16, 2025 13:47:260
Report
ASABDUL SATTAR
FollowDec 16, 2025 13:47:100
Report
SKSandeep Kumar
FollowDec 16, 2025 13:46:380
Report
JSJitendra Soni
FollowDec 16, 2025 13:46:230
Report
SKSATISH KUMAR
FollowDec 16, 2025 13:45:540
Report
SKSATISH KUMAR
FollowDec 16, 2025 13:45:380
Report
0
Report
MGMartand Gupta
FollowDec 16, 2025 13:38:550
Report
RJRahul Joshi
FollowDec 16, 2025 13:35:590
Report
AKAshok Kumar sharma
FollowDec 16, 2025 13:35:400
Report
DSDevendra Singh
FollowDec 16, 2025 13:35:29Bharatpur, Rajasthan:14 करोड़ 20 लाख में चेन्नई सुपर किंग्स ने भरतपुर के खिलाड़ी कार्तिक शर्मा को खरीदा। भरतपुर में जश्न का माहौल।
0
Report