Back
महेंद्रगिरि में दो पर्यटक वाहन दुर्घटना, कई घायल
PPPREMANANDA PUJARI
Dec 21, 2025 15:17:29
Tehran, Tehran Province
ମହେନ୍ଦ୍ରଗିରିରେ ଦୁଇ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା
ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଦୁଇ ଗୋଟି ପର୍ଯ୍ୟଟକ ଭରା ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସକାଳୁ ସକାଳୁ ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଦୁଇ ପର୍ଯ୍ୟଟକ ଗାଡ଼ିଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ । ତେବେ ମହେନ୍ଦ୍ର ଦର୍ଶନ ସାରି ଫେରିବା ଘାଟି ବାଟରେ ଓହ୍ଲାଉଥିବା ସମୟରେ କୌଣସି କାରଣରୁ ପୁଥମ ଗାଡିଟି ଘାଟି ରାସ୍ତାର ତଳକୁ ଓଲଟି ପଟିଥିଲା । ଏହା ପଛରେ ଥିବା ଅନ୍ୟ ଏକ ପର୍ଯ୍ୟଟକ ଗାଡିଟି ମଧ୍ୟ କୌଣସି କାରଣରୁ ଭାରସାମ୍ୟ ହରାଇ ରାਸ୍ତା ଉପରେ ହିଁ ପଲଟି ଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ଗାରାବନ୍ଧ ପୋଲିସ୍ ସଦଳବଳେ ପହଞ୍ଚି କିଛି ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କାର୍ୟ ଆରମ୍ଭ କରିଥିଲେ । ତେବେ ସୌଭାଗ୍ୟବସତଃ କାହାରି ବିଶେଷ କ୍ଷତି ହୋଇନଥିବା ବେଳେ ଏକାଧିକ ବ୍ୟକ୍ତିଙ୍କୁ ସାମାନ୍ୟ ଆହତ ଲାଗିଥିବାର ପୋଲିସ ସୂତ୍ରରୁ ପ୍ରକାଶ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KRKishore Roy
FollowDec 21, 2025 16:45:150
Report
प्रयागराज के करेली क्षेत्र में इंस्टाग्राम पर भड़काऊ रील अपलोड करने पर तीन आरोपियों को किया गिरफ्तार
0
Report
0
Report
0
Report
SSANDEEP
FollowDec 21, 2025 16:37:0998
Report
0
Report
WJWalmik Joshi
FollowDec 21, 2025 16:33:520
Report
Takipur Bega, Uttar Pradesh:बिजनौर थाना नजीबाबाद के हाईवे बाईपास पर पुलिस गश्त के दौरान एक युवक का शव पड़ा मिला है मौके पर पहुंचे पुलिस ने शव कब्जा में लेकर पोस्टमार्टम के लिए भेजा पुलिस अधीक्षक बिजनौर ने घटना स्थल का दौरा किया व संबंधित अधिकारी को जांच के आदेश दिए।
0
Report
PKPradeep Kumar
FollowDec 21, 2025 16:31:490
Report
MKMohammad Khan
FollowDec 21, 2025 16:30:580
Report
ATALOK TRIPATHI
FollowDec 21, 2025 16:30:350
Report
0
Report
KRKishore Roy
FollowDec 21, 2025 16:18:240
Report
0
Report
NJNarendra Jaiswal
FollowDec 21, 2025 16:17:270
Report